Highlight News
World News
Latest News
Editor Picks
Features and Events
ଏନଡିଆରଏଫ୍ ପକ୍ଷରୁ ବିପର୍ମୁଯ୍ୟୟ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ
ଏନଡିଆରଏଫ୍ ପକ୍ଷରୁ ବିପର୍ମୁଯ୍ୟୟ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଦେବଗଡ଼,(୦୫|୦୮): ଆଜି ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଏନଡିଆରଏଫ୍ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦେବଗଡ଼ ଜିଲ୍ଲା ଜରୁରୀ କାଳୀନ ବିଭାଗ ସହାୟତାରେ କଟକ ମୁଣ୍ଡୁଳି, ତୃତୀୟ ଏନଡିଆରଏଫ୍ ବାଟାଲିୟନ ପକ୍ଷରୁ ବିପର୍ଯ୍ୟୟ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା। ବିପର୍ଯ୍ୟୟ ପରିସ୍ଥିତିରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇପାରିବ ସେନେଇ ବିଭିନ୍ନ ରଣ କୌଶଳ ପ୍ରଦର୍ଶନ କରି ସଚେତନା କରାଯାଇଥିଲା। ବିଶେଷ କରି ସଡ଼କ ଦୁର୍ଘଟଣା, […]
ଜେଲ ଗଲେ କୋଟିପତି ଏମଭିଆଇ ଗୋଲାପ ହାଂସଦା
ଜେଲ ଗଲେ କୋଟିପତି ଏମଭିଆଇ ଗୋଲାପ ହାଂସଦା ଆଜୀବନ ଦରମାର 600 ପ୍ରତିଶତରୁ ଅଧିକ ସମ୍ପତ୍ତି ଭିଜିଲାନ୍ସ ଦ୍ୱାରା ଠାବ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକ କାଳୀନ ୬ଟି ସ୍ଥାନରେ ହୋଇଥିଲା ରେଡ ବାରିପଦା ତା 4/8/ ବାରିପଦାର ପ୍ରଫୁଲ୍ଲ ନଗରରେ ଥିବା ବୌଦ୍ଧ ଜିଲ୍ଲାର ମୋଟର ଯାନ ନିରୀକ୍ଷକ (ଏମଭିଆଇ) ଭାବେ କାର୍ଯ୍ୟରତ ଗୋଲାପ ଚନ୍ଦ୍ର ହାଁସଦାଙ୍କୁ ଆଜି ଭିଜିଲାନ୍ସ କୋର୍ଟ ଚାଲାଣ କରିଥିବାର ଜଣାଯାଇଛି. ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ଭିଜିଲାନ୍ସ […]
ଶିମିଳିପାଳ ପେଣ୍ଟର କ୍ୟାମ୍ପ ଉଦଯାପିତ
ଶିମିଳିପାଳ ପେଣ୍ଟର କ୍ୟାମ୍ପ ଉଦଯାପିତ ବାରିପଦା ତା 04/08/ ମୟୁରଭଞ୍ଜ ଆର୍ଟିଷ୍ଟ ଆସୋସିଏସନ ଆନୁକୂଲ୍ୟରେ ଶିମିଳିପାଳ ପେଣ୍ଟର କ୍ୟାମ୍ପ ଉଦଯାପିତ ହୋଇଯାଇଅଛି. ଶିବିରର ପ୍ରଥମ 2 ଦିନ କାକରପାଣି ସ୍ଥିତ ଶିମିଳିପାଳ ଇକୋ ରିଟ୍ରେଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥବା ବେଳେ ଚିତ୍ରଶିଳ୍ପୀ ଚାରୁ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ବାରିପଦା ସ୍ଥିତ ଲାୟୋନ୍ସ କ୍ଳବରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ମୁଖ୍ୟ ଅତିଥି ଭାବେ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସମ୍ମାନିତ ଅତିଥି ଭାବେ ଚିତ୍ରଶିଳ୍ପୀ ସ୍ୱର ବିହାରୀ […]
ବାରିପଦାରେ ଯୁଗ୍ମ ଜନ ଶୁଣାଣୀ ଶିବିର ମୋଟ ୨୬୧ଗୋଟି ଅଭିଯୋଗର ହେଲା ଶୁଣାଣି
ବାରିପଦା ତା ୦୪/୦୮/ ଆଜି ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି. ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପଲ୍ଲୀ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧୀକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ସର୍ବମୋଟ […]
ପୁଣି ଦୁର୍ଗମରେ ଜନନୀ ଯନ୍ତ୍ରଣା – ଅଧା ବାଟରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀ
ପୁଣି ଦୁର୍ଗମରେ ଜନନୀ ଯନ୍ତ୍ରଣାଅଧା ବାଟରେ ଶିଶୁ ପୁତ୍ରକୁ ଜନ୍ମ ଦେଲେ ଗର୍ଭବତୀ ୩ କିମି ଖଟିବାରେ ବୁହାହେଲେ ଗର୍ଭବତୀରାସ୍ତା ନିର୍ମାଣ ପାଇଁ ବାଧବ ସାଜିଛି ବନ ବିଭାଗ କୋକସରା,୧।୭ : ରାଜ୍ୟରେ ଜନନୀ ଯନ୍ତ୍ରଣା ଥମିବାର ନାଁ ନେଉନାହିଁ। ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା। ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଖଟିବାରେ ବୋହି ଆଣିବାବେଳେ ବାଟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି […]
